ଆଜିଠୁ ମଧ୍ୟ ପ୍ରଦେଶ ବଜେଟ ଅଧିବେଶନ
Breaking

ଆଜିଠୁ ମଧ୍ୟପ୍ରଦେଶରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆସନ୍ତା ମାର୍ଚ୍ଚ 26 ଯାଏଁ ଚାଲିବ ଏହି ବଜେଟ ଅଧିବେଶନ । ଅଧିକ ପଢନ୍ତୁ...

ଭୋପାଳ: ଆଜିଠୁ ମଧ୍ୟପ୍ରଦେଶରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆସନ୍ତା ମାର୍ଚ୍ଚ 26 ଯାଏଁ ଚାଲିବ ବଜେଟ ଅଧିବେଶନ ।

ତେବେ ଭାରତୀୟ ଜନତା ପାର୍ଟିର ବିଧାୟକ ଗିରିଶ ଗୌତମ ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବର୍ତ୍ତମାନ ରାମେଶ୍ବର ଶର୍ମା ଜୁଲାଇ 2020ରୁ ମଧ୍ୟପ୍ରଦେଶ ବିଧାନସଭାର କାମଚଳା ବାତସ୍ପତି ରହିଛନ୍ତି ।

ବଜେଟ ଅଧିବେଶନକୁ ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ସମ୍ବୋଧିତ କରିଥନ୍ତି । ସଂସଦରେ ଅଧିବେଶନ ଚାଲିଥିବା ବେଳେ ସାମାଜିକ ଦୂରତା ସହିତ କୋରୋନାର ସବୁ ନିୟମ ପାଳନ କରାଯିବ ।

@ANI

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.