ଆତଙ୍କବାଦ ନିପାତ ପାଇଁ ପଡୋଶୀଙ୍କ ସହ ଆଲୋଚନା କର: ଫାରୁକ ଅବଦୁଲ୍ଲା
Breaking

ଯଦି ଆମକୁ ଆତଙ୍କବାଦ ସମାପ୍ତ କରିବାର ଅଛି ତେବେ ଆମକୁ ଆମ ପଡୋଶୀଙ୍କ ସହ କଥା ହେବାର ଅଛି ବୋଲି ଫାରୁକ ଅବଦୁଲ୍ଲା ମତବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆତଙ୍କବାଦ ନିପାତ ନେଇ ମତ ରଖିଲେ ଜାତୀୟ ସମ୍ମିଳନୀ ନେତା ଫାରୁକ ଅବଦୁଲ୍ଲା । ଯଦି ଆମକୁ ଆତଙ୍କବାଦ ସମାପ୍ତ କରିବାର ଅଛି ତେବେ ଆମକୁ ଆମ ପଡୋଶୀଙ୍କ ସହ କଥା ହେବାର ଅଛି ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି ।

ବାଜପେୟୀଙ୍କ ମନ୍ତବ୍ୟ ମୋର ମନେ ଅଛି ବନ୍ଧୁମାନେ ପରିବର୍ତ୍ତନ ହୋଇପାରିବେ କିନ୍ତୁ ପଡୋଶୀ ନୁହଁନ୍ତି ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, 'ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି କି କେନ୍ଦ୍ର ସରକାର ପାକିସ୍ତାନ ସହ କଥାବାର୍ତ୍ତା କରୁନ୍ତି, ଯେଉଁଭଳି ଭାବେ କେନ୍ଦ୍ର ସରକାର ଚୀନ ସହ ଆଲୋଚନା କଲେ ସେହିଭଳି ପାକିସ୍ତାନ ସହ ଆଲୋଚନା କରନ୍ତୁ । ' ଏଥିସହ ଏହି ଆଲୋଚନା କାରଣରୁ ସୀମାରୁ ଚୀନ୍ ସେନା ପ୍ରତ୍ୟାହାର ହୋଇଥିବା ଫାରୁକ ଅବଦୁଲ୍ଲା କହିଛନ୍ତି ।

@ANI

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.