ଇ.ଶ୍ରୀଧରନଙ୍କ ବିଜେପିରେ ମିଶିବା ନିର୍ବାଚନରେ କୌଣସି ପ୍ରଭାବ ପକାଇବନି: ଶଶୀ ଥରୂର
ଇ.

କେରଳ ରାଜନୀତିରେ ମେଟ୍ରୋ ମ୍ୟାନ ନାମରେ ବେଶ ପରିଚିତ ଥିବା ଇ. ଶ୍ରୀଧରନ କଂଗ୍ରେସ ଛାଡି ବିଜେପିରେ ମିଶିବା ନେଇ ଘୋଷଣା କରିଛନ୍ତି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଗକୁ କେରଳ ବିଧାନସଭା ନିର୍ବାଚନ । ଏଥିପାଇଁ କେରଳ ରାଜନୀତି ମାହୋଲ ସରଗରମ ରହିଛି । ଏହାରି ମଧ୍ୟରେ କେରଳ ରାଜନୀତିରେ ମେଟ୍ରୋ ମ୍ୟାନ ନାମରେ ବେଶ ପରିଚିତ ଥିବା ଇ. ଶ୍ରୀଧରନ କଂଗ୍ରେସ ଛାଡି ବିଜେପିରେ ମିଶିବା ନେଇ ଘୋଷଣା କରିଛନ୍ତି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସେ କହିଛନ୍ତି ଇ. ଶ୍ରୀଧରନଙ୍କ ବିଜେପିରେ ସାମିଲ ହେବା କେରଳର ଆଗାମୀ ବିଧାନସଭା ନିର୍ବାଚନ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । କେରଳର କିଛି ସିଟକୁ ଛାଡିଦେଲେ ଚଳିତ ନିର୍ବାଚନରେ ​​ବିଜେପିର ଦୃଢ ପ୍ରତିଦ୍ବନ୍ଦୀ ନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, 2016 ମସିହାରେ ରାଜ୍ୟ ବିଧାନସଭା ନିର୍ବାଚନରେ ​​ଗୋଟିଏ ଆସନ ଜିତିଥିବା ବିଜେପି ପାଇଁ ଏଥର ନିଜର ସ୍ଥିତି ସୃଦୃଢ କରିବା ଅତ୍ୟନ୍ତ କଷ୍ଟକର ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2019 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2019 Ushodaya Enterprises Pvt. Ltd., All Rights Reserved.