ଶ୍ରୀନଗର ରେଳଧାରଣାରୁ ମିଳିଲା ସନ୍ଦେହଜନକ ସାମଗ୍ରୀ
Breaking

ସୋମବାର ଶ୍ରୀନଗରର କେନିହାମା ନୌଗାମ ଷ୍ଟେସନର ରେଳ ଲାଇନରୁ ମିଳିଛି ଏକ ସନ୍ଦେହଜନକ ବସ୍ତୁ । ଏନେଇ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା କହିଛନ୍ତି ସୁରକ୍ଷା ଅଧିକାରୀ । ଅଧିକ ପଢନ୍ତୁ...

ଶ୍ରୀନଗର: ସୋମବାର ଶ୍ରୀନଗରର କେନିହାମା ନୌଗାମ ଷ୍ଟେସନର ରେଳ ଲାଇନରୁ ମିଳିଛି ଏକ ସନ୍ଦେହଜନକ ବସ୍ତୁ । ଏନେଇ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା କହିଛନ୍ତି ସୁରକ୍ଷା ଅଧିକାରୀ । ଏହାପୂର୍ବରୁ ବୁଧବାର ଦିନ ରାସ୍ତା କଡ଼ରୁ ଏକ ସନ୍ଦେହଜନକ ବସ୍ତୁ ମିଳିବା ପରେ ରଜୌରୀ ନିକଟସ୍ଥ ମଞ୍ଜାକୋଟର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ କରିଦିଆଯାଇଥିଲା । ତେବେ ନିକଟରେ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଏହି ଘଟଣା ଘଟିଛି ।

ଫେବୃଆରୀ 19 ରେ, ବରଜୁଲା ଶ୍ରୀନଗରର ବଘତ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମଚାରୀ ସହୀଦ ହୋଇଥିଲେ। ସେହି ଦିନ ଅନ୍ୟ ଏକ ଏନକାଉଣ୍ଟରରେ ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲା ବଡଗାମ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ସହଯୋଗୀ ମଧ୍ୟ ନିହତ ହୋଇଥିଲେ।

@ANI

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.