TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
Breaking

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ସ୍ବାଭିମାନ ଅଞ୍ଚଳରେ ମାଓ ଯୋଜନା ପଣ୍ଡ, ବୋମା ନିଷ୍କ୍ରିୟ କଲା BSF

ସ୍ବାଭିମାନ ଅଞ୍ଚଳର ହାନ୍ତାଳ ଗୁଡା ଅଞ୍ଚଳରେ ମାଓ ଯୋଜନା ପଣ୍ଡ କଲେ ବିଏସଏଫ ଯବାନ..

2.ଟ୍ରକ ଉପରକୁ ମାଡିଗଲା କାର୍, 6 ଛାତ୍ର ମୃତ

ମଧ୍ୟପ୍ରଦେଶ ଇନ୍ଦୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ଉପରକୁ ମାଡିଗଲା ଦ୍ରୁତ ଗତିରେ ଆସୁଥିବା ଏକ କାର୍। ଘଟଣାସ୍ଥଳରେ 6 ଜଣ ଛାତ୍ର ମୃତ..

3.ଉତ୍ତରାଖଣ୍ଡ ଜଳପ୍ରଳୟ: 70 ଜଣଙ୍କ ମୃତଦେହ ଉଦ୍ଧାର

ଉତ୍ତରାଖଣ୍ଡ ଜଳପ୍ରଳୟରେ ବର୍ତ୍ତମାନ ସୁଦ୍ଧା ମିଳିଲାଣି 70 ଜଣଙ୍କ ମୃତଦେହ..

4.ନୟାଗଡ଼ରେ ଆଜିଠାରୁ କୋରୋନା ନିୟମ କଡ଼ାକଡ଼ି

ଆଜିଠାରୁ ନୟାଗଡ ସହରରେ କୋଭିଡ ନିୟମ କଡ଼ାକଡ଼ି ହେବ..

5.ହରିୟାଣା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ

ହରିୟାଣା ସରକାରଙ୍କ ବିରୋଧରେ କଂଗ୍ରେସ ଆଣିବ ଅନାସ୍ଥା ପ୍ରସ୍ତାବ..

6.ଟ୍ରେଡ଼ ଲାଇସେନ୍ସ ସର୍ଭେ ପାଇଁ ଅଣ୍ଟା ଭିଡ଼ିଲା ବିଏମସି

ଭୁବନେଶ୍ବରରେ ବ୍ୟବସାୟ କରୁଥିଲେ ଟ୍ରେଡ଼ ଲାଇସେନ୍ସ କରିବା ବାଧ୍ୟତାମୂଳକ..

7.ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ, ଜିଲ୍ଲାରେ ଖୁସିର ଲହରୀ

ଆଜି ଅଞ୍ଚଳବାସୀଙ୍କ ବହୁ ଦିନର ସ୍ବପ୍ନ ପୁରାଣ ହେବାକୁ ଯାଉଥିବା ବେଳେ ବହୁ ପ୍ରତୀକ୍ଷିତ ମା' ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି..

8.ଜିଲ୍ଲାପାଳମାନଙ୍କୁ WODC ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ, ‘ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ବ ନିଅ’

ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ବ ନେବାକୁ ଜିଲ୍ଲାପାଳମାନଙ୍କୁ WODC ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ନିର୍ଦ୍ଦେଶ..

9.ସୁନୀଲଙ୍କ ‘ପୱାରି ହୋ ରହି ହେ’ ଭିଡିଓ ଭାଇରାଲ

ପୁଣି ଆଉ ଜଣେ ଅଭିନେତାଙ୍କ ‘ପୱାରି ହୋ ରହି ହେ’ ଭିଡିଓ । ଏଥର ସୁନୀଲ ଭିନ୍ନ ଅନ୍ଦାଜରେ କରିଛନ୍ତି ଏହାର ମିମି..

10.ସେପ୍ଟେମ୍ବରରେ ଆସିବ ଆୟୁଷ୍ମାନଙ୍କ ‘ଅନେକ’

ଜୁଲାଇ 9ରେ ‘ଚଣ୍ଡିଗଡ କରେ ଆଶିକୀ’ ରିଲିଜ ହେବାକୁ ଯାଉଥିବା ବେଳେ ସେପ୍ଟେମ୍ବର 17ରେ ରିଲିଜ ହେବ ଆୟୁଷ୍ମାନଙ୍କ ‘ଅନେକ’..

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.