
ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
1-ରାଜ୍ୟରେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ !
2-ତୈଳଦର ବୃଦ୍ଧି ପ୍ରତିବାଦ, ସାଇକେଲରେ ବିଧାନସଭା ଆସିଲେ କଂଗ୍ରେସ ବିଧାୟକ
3-ହତ୍ୟାକାରୀ ମା' ପୁଅ, ୧୧ ଦିନ ପରେ ସାମ୍ନାକୁ ଆସିଲା ଭୟଙ୍କର ସତ୍ୟ
4-ବିଧାନସଭାରେ ଉଠିଲା ପ୍ରବାସୀ ସମସ୍ୟା, ରୋଜଗାର ଦେବାକୁ ଦାବି
ବିଧାନସଭାରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ପ୍ରସଙ୍ଗ ଉଠାଇଲେ ବିଧାୟକ । ଜବାବ ରଖିଲେ ମନ୍ତ୍ରୀ ।
5-ପିପିଲି ଓ ଡେଲାଙ୍ଗ ପାଇଁ 67 କୋଟିର ପ୍ୟାକେଜ ଘୋଷଣା କରିବେ ନବୀନ
6-ଵୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଲଢ଼େଇ
7-ନେତାଜୀ ବସ ଟର୍ମିନାଲ, ମୋଦି ଟ୍ରଷ୍ଟର ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ
8-ରାଜ୍ୟର 22ଟି ଜିଲ୍ଲାରେ ସଂଗ୍ରହ ହେଉଛି କେନ୍ଦୁପତ୍ର
9-ବିଧାୟକଙ୍କ ଅଜବ ବୟାନ; ବାଜରା ରୁଟି ଖାଇଲେ ହେବନି କୋରୋନା
କୋରୋନାକୁ ଭୟ କରୁନାହାଁନ୍ତି ମଧ୍ୟପ୍ରଦେଶର ବିଧାୟକ । ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି କୋଭିଡ ନିୟମ ।
10-ମହାରାଷ୍ଟ୍ର: ମାସ୍କ ନ ପିନ୍ଧି ଗଣିଲେ 28 ଲକ୍ଷର ତଣ୍ଡ
ମହାରାଷ୍ଟ୍ରରେ ମାସ୍କ ନ ପିନ୍ଧିବାରୁ 14 ହଜାର ଲୋକଙ୍କଠାରୁ 28 ଲକ୍ଷ ଜୋରିମାନା ଆଦାୟ କରାଯାଇଛି ।