TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
1.ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ
ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ
2.କୃଷିକୁ ବୁଷ୍ଟର, 17 ହଜାର 468 କୋଟି ଆବଣ୍ଟନ
3.ଡାଉନଲୋଡ କରନ୍ତୁ ଏହି ଆପ , ଜାଣନ୍ତୁ ଓଡିଶା ବଜେଟ ଡିଟେଲ୍ସ
4.1999 ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ଧରାପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ରାଜନୈତିକ ଦଳ
5.ମଣ୍ଡି ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ
6.ବଢୁଛି ସାଇବର କ୍ରାଇମ, ସ୍ବୀକାର କଲେ ଗୃହ ରାଷ୍ଟ୍ରମନ୍ତ୍ରୀ
7.1999 ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା: ଝାରପଡା ଜେଲ ଗଲା ମୁଖ୍ୟ ଅଭିଯୁକ୍ତ
1999 ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା: ଝାରପଡା ଜେଲ ଗଲା ମୁଖ୍ୟ ଅଭିଯୁକ୍ତ
8.ହୁଗୁଲିରେ ମୋଦି, ମଞ୍ଚରେ ନାହାନ୍ତି ମମତା
ପ୍ରଧାନମନ୍ତ୍ରୀ ହୁଗୁଲିରେ ପହଞ୍ଚିଥିବା ବେଳେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ସାମିଲ ହୋଇନାହାନ୍ତି ।
9.ଦାଦରା ଓ ନଗର ହାବେଳି ସାଂସଦ ମୋହନ ଡେଲକରଙ୍କ ଆତ୍ମହତ୍ୟା
ଦାଦରା ଓ ନଗର ହାବେଳି ସାଂସଦ ମୋହନ ଡେଲକର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।
10.ଆଦ୍ରିଆଟିକ ପର୍ଲ ବକ୍ସିଂ: ଶେଷ ଦିନରେ ସ୍ବର୍ଣ୍ଣ ଜିତିଲେ ଅରୁନ୍ଧତୀ, ନାଓରେମ