
ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
1.ଆଜିଠୁ ଜେଇଇ ମେନ ପରୀକ୍ଷା
ଆଜି ଠାରୁ ଜେଇଇ ମେନ ପରୀକ୍ଷା । ସକାଳ 9ଟାରୁ 12 ଓ ଅପରାହ୍ନରେ 3ଟାରୁ 6 ଟା ଯାଏଁ ହେବ ପରୀକ୍ଷା ।
2.50ଟି ପାରମ୍ପରିକ ଶିଳ୍ପ କ୍ଲଷ୍ଟରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ
3.ଜିଲ୍ଲାପାଳମାନଙ୍କୁ WODC ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ, ‘ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ବ ନିଅ’
ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ବ ନେବାକୁ ଜିଲ୍ଲାପାଳମାନଙ୍କୁ WODC ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ନିର୍ଦ୍ଦେଶ ।
4.ବଜେଟରେ ନୂଆ ସକାଳର ସମ୍ଭାବନା, ସଂକ୍ଷିପ୍ତରେ ସାରାଂଶ
5.କୋରୋନା ଯୋଦ୍ଧାଙ୍କ ପାଇଁ ସମର୍ପିତ ହେଲା ନୋଏଡା ଏକ୍ସଟେନ୍ସନ
କୋରୋନା ଯୋଦ୍ଧାଙ୍କ ପାଇଁ ସମର୍ପିତ ହେଲା ନୋଏଡା ଏକ୍ସଟେନ୍ସନ ।
6.ଓଭରଟେକ କରି ପର୍ଯ୍ୟଟକ ଅଟକ ଘଟଣା, ସ୍ପଷ୍ଟୀକରଣ ଦେଲା ମନ୍ତ୍ରୀଙ୍କ ମିଡିଆ ସେଲ
7.କୋଭିଡ଼ ନିୟନ୍ତ୍ରଣ ପାଇଁ ନିୟମ ମାନିବାକୁ କଡା ନିର୍ଦ୍ଦେଶ
କୋରୋନାର ନୂଆ ସଂକ୍ରମଣ ଆସିବା ପରେ ଜିଲ୍ଲାରେ କୋରୋନା ନିୟମକୁ କଡାକଡା ପାଳନ କରିବାକୁ ଏସଆରସିଙ୍କ ନିର୍ଦ୍ଦେଶ ।
8.କର୍ଣ୍ଣାଟକରେ କ୍ରୀଡା ଭିତ୍ତିଭୂମିର ଶିଳାନ୍ୟାସ କଲେ କିରଣ ରିଜିଜୁ
9.ମାର୍ଚ୍ଚ 3ରୁ ମେଜର ସନ୍ଦୀପ ସ୍ମାରକୀ ଟେନିସ ଚମ୍ପିଆନସିପ୍
10.କଳିଙ୍ଗ ନାଟ୍ୟ ମହୋତ୍ସବରେ ମଞ୍ଚସ୍ତ ହେଲା ‘ଏକ ଜିଦଖୋର ଝିଅ’