ଡକାୟତ ମାମଲାରେ ଜେଲ ଗଲେ ପୂର୍ବତନ ବିଧାୟକ
phulbani

19:08 February 23

ଡକାୟତ ମାମଲାରେ ଜେଲ ଗଲେ ପୂର୍ବତନ ବିଧାୟକ

ଡକାୟତ ମାମଲାରେ ଜେଲ ଗଲେ ପୂର୍ବତନ ବିଧାୟକ

ଗିରଫ ପରେ ପୂର୍ବତନ ବିଧାୟକଙ୍କୁ କୋର୍ଟରେ ହାଜର କରିଥିଲା । ବେଲ ଖାରଜ ହେବା ପରେ ତାଙ୍କୁ ବିଚାରବିଭାଗୀୟ ହାଜତ ପଠାଇଦିଆଯାଇଛି । ଏହା ସହ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

 

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କାଙ୍କିଲିର କାମାକ୍ଷ ବେହେରା ତାଙ୍କ ବନ୍ଧୁଙ୍କୁ ମିଶିବାକୁ ଯିବାବେଳେ ତାଙ୍କୁ ଦୃବୃର୍ତ୍ତମାନେ ଲୁଟପାଟ କରିବା ନେଇ ଅଭିଯୋଗ କରିଥିଲେ । ଏହା ପରେ ଫୁଲବାଣିରେ ମଧ୍ୟରେ ଆକ୍ରମଣ କିରଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଅନୁଯାୟୀ ପୂର୍ବତନ ବିଧାୟକ ସମେତ ଅନ୍ୟ ଜଣକୁ ଗିରଫ କରିଥିଲା ପୋଲିସ ।

16:36 February 23

ଡକାୟତ ମାମଲାରେ ଜେଲ ଗଲେ ପୂର୍ବତନ ବିଧାୟକ

ଫୁଲବାଣୀର ପୂର୍ବତନ ବିଧାୟକ ଗିରଫ

ଫୁଲବାଣୀ:  ପୂର୍ବତନ ବିଧାୟକ ଗିରଫ । ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ କରାଯାଇଛି । ଏକ ଡକାୟତ ମାମଲାରେ ଗିରଫ କରାଯାଇଛି ।

ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ । ଫେବୃୟାରୀ ୧୧ ତାରିଖରେ ଡକାୟତି ହେଇଥିବା ନେଇ ଫୁଲବାଣୀ ଥାନାରେ ଅଭିଯୋଗ ହୋଇଥିଲା  । ଏହା ମହାମହିମ ରାଷ୍ଟ୍ରପତିଙ୍କ ରୋଷେୟା ଢେଙ୍କାନାଳର କାମାକ୍ଷା ବେହେରା ଏତଲା ଦେଇଥିଲେ । ଏହି ମାମଲାରେ ବିଧାୟକଙ୍କ ବିରୋଧରେ ଲାଗିଛି ୧୭୦, ୪୧୭, ୪୧୯,୩୮୪, ୩୯୫ (IPC) ଦଫା । 

ବିଧାୟକଙ୍କୁ ଗିରଫ ପରେ ଫୁଲବାଣୀ ସେସନ କୋର୍ଟରେ ହାଜର କରିଛି ଟାଉନ ପୋଲିସ । ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ପୋଲିସ ସୁବେଦାରକୁ ମଧ୍ୟ ଗିରଫ କରିଛି ପୋଲିସ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.