BAMS ଓ BHMSର ସ୍ପଟ ଆଡମିଶନ ପାଇଁ ଜାରି ହେଲା ବିଜ୍ଞପ୍ତି
BAMS

BAMS ଓ BHMSର ସ୍ପଟ ଆଡମିଶନ ପାଇଁ ବିଜ୍ଞପ୍ତି ଜାରି । ଆସନ୍ତା 24 ଓ 25 ତାରିଖ ଦୁଇ ଦିନ ଧରି ହେବ ଆଡମିଶନ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ଭୁବନେଶ୍ବର: BAMS ଓ BHMSର ସ୍ପଟ ଆଡମିଶନ ପାଇଁ ବିଜ୍ଞପ୍ତି ଜାରି । ଆସନ୍ତା 24 ଓ 25 ତାରିଖ ଦୁଇ ଦିନ ଧରି ହେବ ଆଡମିଶନ। ଏନେଇ ସୂଚନା ଦେଇଛନ୍ତି ଓଜେଇଇ କର୍ତ୍ତୃପକ୍ଷ ।

ଭୁବନେଶ୍ୱରର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲରେ ହେବ ସ୍ପଟ ଆଡମିଶନ। ଏନେଇ ସୂଚନା ଦେଇଛନ୍ତି ଓଜେଇ ଚେୟାରମ୍ୟାନ ସୁଦୀପ ଚାନ୍ଦ। ତେବେ 24 ତାରିଖରେ 10 ଟାରୁ 11 ମଧ୍ୟରେ ସମସ୍ତ ଏସସି ଓ ଏସଟି ପିଲାମାନେ ସ୍ପଟ ଆଡମିଶନ କରିବା ସହ 11 ଟାରୁ 12 ମଧ୍ୟରେ 25 ହଜାରରୁ ଦେଢ଼ ଲକ୍ଷ ଥିବା ରାଙ୍କ ପିଲାମାନେ ସ୍ପଟ ଆଡମିଶନ କରିବେ ।

ଏହାସହ ଉକ୍ତ ଦିନ 2ଟା 30ରୁ 3ଟା 30 ମଧ୍ୟରେ ଦେଢ଼ ଲକ୍ଷରୁ 4 ଲକ୍ଷ ରାଙ୍କ ଥିବା ପିଲାମାନେ ଆଡମିଶନ କରିପାରିବେ । ସେହିପରି 25 ତାରିଖରେ 4 ଲକ୍ଷରୁ 9 ଲକ୍ଷ 50 ହଜାରରୁ ଊର୍ଦ୍ଧ୍ବ ରାଙ୍କରେ ଥିବା ପିଲାମାନେ ସ୍ପଟ ଆଡମିଶନ କରିପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.