କୋଭିଡ କଟକଣାକୁ କଡାକଡି କରିବାକୁ ବିଧାୟକଙ୍କ ଦାବି
Breaking

କୋଭିଡ୍‌ କଟକଣା କଡାକଡି କରିବାକୁ ବିଧାୟକ ଅମର ଶତପଥୀଙ୍କ ଦାବି । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋଭିଡ୍‌ କଟକଣାକୁ ରାଜ୍ୟରେ କଡାକଡି କରିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ପଡୋଶୀ ଛତିଶଗଡରେ ନୂଆ କୋଭିଡ୍‌ ସଂକ୍ରମଣ ଦେଖାଯାଇଥିବାରୁ ରାଜ୍ୟରେ କଟକଣା କରିବାକୁ ସେ କହିଛନ୍ତି ।

ସେହିପରି ଲୋକେ ମାସ୍କ ପିନ୍ଧୁ ନଥିବା ତଥା ସାମାଜିକ ଦୂରତା ପାଳନ କରୁନଥିବାରୁ ସରକାର କଟକଣାକୁ କଡାକଡି କରିବାକୁ ବିଧାୟକ କହିଛନ୍ତି । ଏହାସହ ଏନେଇ ଉଦାହରଣ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ବିଧାନସଭାରେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.