ବାରଙ୍ଗ ଗଣଦୁଷ୍କର୍ମ ଘଟଣା, ପୋଲିସ ସେବା ଭବନରେ ସିବିଆଇ ଟିମ୍
ବାରଙ୍ଗ

ବହୁ ଚର୍ଚ୍ଚିତ ୧୯୯୯ ମସିହା ବାରଙ୍ଗ ଗଣଦୁଷ୍କର୍ମ ଘଟଣା। ପୋଲିସ ସେବା ଭବନରେ ପହଞ୍ଚିଲା ସିବିଆଇ ଟିମ। ଅଧିକ ପଢନ୍ତୁ...

ଭୁବନେଶ୍ବର: ବହୁ ଚର୍ଚ୍ଚିତ ୧୯୯୯ ମସିହା ବାରଙ୍ଗ ଗଣଦୁଷ୍କର୍ମ ଘଟଣା। ପୋଲିସ ସେବା ଭବନରେ ପହଞ୍ଚିଲା ସିବିଆଇ ଟିମ। ଦୁଇଜଣିଆ ଟିମ୍ ପହଞ୍ଚି ପୋଲିସ କମିଶନରଙ୍କୁ ଭେଟିଛନ୍ତି। ଗିରଫ ବିବନ ସମ୍ପର୍କିତ ତଥ୍ୟ ହାସଲ ପରେ ତନାଘନା କରିବ ସିବିଆଇ ଟିମ।

ବାରଙ୍ଗ ଗଣଦୁଷ୍କର୍ମ ଘଟଣା, ପୋଲିସ ସେବା ଭବନରେ ସିବିଆଇ ଟିମ୍

ତେବେ ଜାନୁଆରୀ ୯ ତାରିଖରେ ୧୯୯୯ ମସିହାରେ ବାରଙ୍ଗ ଥାନା ଅଞ୍ଚଳରେ ଘଟିଥିଲା ଏହି ଗଣଦୁଷ୍କର୍ମ ଘଟଣା । ଏହାର ତଦନ୍ତ ଭାର ଫେବୃଆରୀ ୨୯ ତାରିଖ ୧୯୯୯ରେ ସିବିଆଇ ନିଜ ହାତକୁ ନେଇଥିଲା । ପରେ 5 ମେ 1999 ରେ ସିବିଆଇ କେସର ଚାର୍ଜସିଟ ଦାଖଲ କରିଥିଲା।

ବାରଙ୍ଗ ଗଣଦୁଷ୍କର୍ମ ଘଟଣା, ପୋଲିସ ସେବା ଭବନରେ ସିବିଆଇ ଟିମ୍

ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ, ଧିରେନ ମହାନ୍ତିଙ୍କ ସହ ତଥ୍ୟ ପ୍ରମାଣ ସହ ଫେରାର ଥିବା ବିବନ ବିରୋଧରେ ତଥ୍ୟ ଉପସ୍ଥାପନା କରିଥିଲା ସିବିଆଇ। ପରେ ଏହି ଘଟଣାର ୨୯ ଏପ୍ରିଲ ୨୦୨୦ ରେ ରାୟ ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2019 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2019 Ushodaya Enterprises Pvt. Ltd., All Rights Reserved.