'ନୂତନ ଓଡ଼ିଶା, ସଶକ୍ତ ଓଡିଶା ବଜେଟ'
Breaking

ରାଜ୍ୟ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ଏହା 'ନୂତନ ଓଡ଼ିଶା ସଶକ୍ତ ଓଡିଶା' ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା 'ନୂତନ ଓଡ଼ିଶା ସଶକ୍ତ ଓଡିଶା' ବଜେଟ ବୋଲି କହିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟ

ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ଓଡ଼ିଶା ସଶକ୍ତ ଓଡ଼ିଶା ଆଡକୁ ଆମର ଯାତ୍ରା । ଏହା ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବ । ମହାମାରୀ କୋରୋନା ସ୍ଥିତିରେ ଏହା ଏକ ଉତ୍ତମ ବଜେଟ । ବଜେଟ‌ ନେଇ ନିଜ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି ନବୀନ । ଏହା ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

'ନୂତନ ଓଡ଼ିଶା ସଶକ୍ତ ଓଡିଶା ବଜେଟ'

ନବୀନ କହିଛନ୍ତି ଗତବର୍ଷ ଆମେ କୋଭିଡ ଲକଡାଉନରେ ହାରି ଯାଇଥିଲେ ସୁଦ୍ଧା ସେହି ପରିପ୍ରେକ୍ଷୀରେ 1.76 ଲକ୍ଷ କୋଟି ଟଙ୍କାର ଏକ ସାମଗ୍ରିକ, ଲୋକାଭିମୁଖୀ ବଜେଟ ଉପସ୍ଥାପନ କରାଯାଇଛି ।

ସେପଟେ ବଜେଟକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ପ୍ରକ୍ରିୟାରେ ସାମିଲ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.