21 ବର୍ଷରେ ମାତ୍ର 21 ପ୍ରତିଶତ ପାଇଖାନା: କଂଗ୍ରେସ
21

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଇଖାନା ନିର୍ମାଣକୁ ଟାର୍ଗେଟ କଲା କଂଗ୍ରେସ । 21 ବର୍ଷରେ 21 ପ୍ରତିଶତ ପାଇଖାନା ନିର୍ମାଣ କରିଥିବା ନେଇ ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ଭୁବନେଶ୍ୱର : କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ । କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ବିଜେଡି ସରକାର ରାଜ୍ୟବାସୀଙ୍କୁ ଠକିଛନ୍ତି ବୋଲି ପଦ୍ମାକର ଅଭିଯୋଗ କରିଛନ୍ତି ।

21 ବର୍ଷରେ ମାତ୍ର 21 ପ୍ରତିଶତ ପାଇଖାନା; କଂଗ୍ରେସ
2020/21 ବର୍ଷ ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିଛନ୍ତି ରାଜ୍ୟ ସରକାର । ମାତ୍ର 21 ପ୍ରତିଶତ ପାଇଖାନା ନିର୍ମାଣ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଜଣାପଡିଛି । ବିଜେଡି ଶାସିତ ଓଡିଶା ସରକାର 21 ବର୍ଷ ହେଲା ରାଜ୍ୟରେ କ୍ଷମତାରେ ଅଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ପ୍ରଦେଶ କଂଗ୍ରେସ କମିଟି ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.