ଓଡିଶା ବଜେଟ 2021: କେତେ ପାଇଲା ଟେକ୍ସଟାଇଲ ଶିଳ୍ପ ?
ଓଡିଶା

କୋଭିଡ ମାଡରେ ଗଭୀର ଭାବେ ପ୍ରଭାବିତ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିକୁ ଆଜି ଉପସ୍ଥାପିତ ବଜେଟରେ ଦିଆଯାଇଛି ଫୋକସ । ଅଧିକ ପଢନ୍ତୁ..

ଭୁବନେଶ୍ବର: ଓଡିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ ସମଗ୍ର ବିଶ୍ବରେ ବ୍ୟାପକ ସୀକୃତି ଲାଭ କରିଛି । ଏହି କ୍ଷେତ୍ର ବହୁ ସଂଖ୍ୟକ କାରିଗରଙ୍କୁ ନିଯୁକ୍ତି ଦେଇଥାଏ । ଏଣୁ କୋଭିଡ ମାଡରେ ଗଭୀର ଭାବେ ପ୍ରଭାବିତ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିକୁ ଆଜି ଉପସ୍ଥାପିତ ବଜେଟରେ ଦିଆଯାଇଛି ଫୋକସ ।

2021-22 ଆର୍ଥିକ ବର୍ଷର ବଜେଟରେ ହସ୍ତତନ୍ତ କ୍ଷେତ୍ର ପାଇଁ 36 କୋଟି ଟଙ୍କା ବରାଦ ହୋଇଛି । ସେହିପରି ହସ୍ତଶିଳ୍ପ କ୍ଷେତ୍ର ପାଇଁ 30 କୋଟି ଟଙ୍କା , ବସ୍ତ୍ର ଏବଂ ବୟନଶିଳ୍ପ କ୍ଷେତ୍ର ପାଇଁ 9 କୋଟି ଟଙ୍କା ଏବଂ ରେଶମ ଶିଳ୍ପ କ୍ଷେତ୍ର ପାଇଁ 9 କୋଟି ଟଙ୍କା ବରାଦ ହୋଇଛି ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.