ଓଡିଶା ବଜେଟରେ ଶିକ୍ଷାକୁ ଗୁରୁତ୍ବ: 24, 370 କୋଟି ଆବଣ୍ଟନ
ଓଡିଶା

2021-22ଓଡିଶା ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ 24, 370 କୋଟି ବ୍ୟୟବରାଦ ହୋଇଛି । କୋଭିଡ କାଳରେ ଗଭୀର ଭାବେ ପ୍ରଭାବିତ ହୋଇଥିବା ଶିକ୍ଷା କ୍ଷେତ୍ରର ଉନ୍ନତୀକରଣ ପାଇଁ ବଜେଟରେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦିଆଯାଇଛି । ଅଧିକ ପଢନ୍ତୁ..

ଭୁବନେଶ୍ବର : ଆଜି ଉପସ୍ଥାପିତ 2021-22 ଓଡିଶା ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ 24, 370 କୋଟି ବ୍ୟୟବରାଦ ହୋଇଛି । କୋଭିଡ କାଳରେ ଗଭୀର ଭାବେ ପ୍ରଭାବିତ ହୋଇଥିବା ଶିକ୍ଷା କ୍ଷେତ୍ରର ଉନ୍ନତୀକରଣ ପାଇଁ ବଜେଟରେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦିଆଯାଇଛି ।

ଶିକ୍ଷା କ୍ଷେତ୍ରର ମୁଖ୍ୟାଂଶ -

  • ଆଦର୍ଶ ସ୍କୁଲ ପାଇଁ 280କୋଟି ଟଙ୍କା ବ୍ୟୟବରାଦ
  • ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ 957 କୋଟି ବ୍ୟୟବରାଦ ହୋଇଛି ।
  • ମୋ ସ୍କୁଲ ପାଇଁ 253 କୋଟି ଓ ମୋ କଲେଜ ପାଇଁ 7 କୋଟି ବ୍ୟୟବରାଦ ।
  • ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
  • ଉଚ୍ଚଶିକ୍ଷା ଗୁଡିକରେ ଭିତ୍ତି ଭୂମି ବିକାଶ ପାଇଁ 157 କୋଟି ।
  • ଲାପଟପ୍‌ ବିତରଣ ପାଇଁ 46 କୋଟି ଟଙ୍କା ।
  • ଉଷା ଯୋଜନାରେ 212 କୋଟି ଟଙ୍କା ।
  • ଦକ୍ଷତା ବିକାଶ ପାଇଁ 664 କୋଟି ଟଙ୍କା ।
  • ପ୍ରତିଷ୍ଠାନର ଭିତ୍ତିଭୂମିର ବିକାଶ ପାଇଁ 151 କୋଟି ।
  • ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ 100 କୋଟି ଟଙ୍କା ।
    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.