ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତକୁ ହୋଇପାରେ ଆଜୀବନ କାରାଦଣ୍ଡ !
Breaking

ବହୁଚର୍ଚ୍ଚିତ କଟକ ବାରଙ୍ଗ ଗଣଦୁଷ୍କର୍ମ ମାମଲା,ମୁଖ୍ୟ ଅଭିଯୁକ୍ତ ବବିନା ବିଶ୍ୱାଳ ଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ ହୋଇପାରେ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ । ଅଧିକ ପଢନ୍ତୁ...

କଟକ: ବହୁ ଚର୍ଚ୍ଚିତ କଟକ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ । ଏ ନେଇ ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ ମତପୋଷଣ କରିଛନ୍ତି ।

ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲା,ମୁଖ୍ୟ ଅଭିଯୁକ୍ତଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ !

1999 କଟକ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଗିରଫ ବିବନ ମିଶ୍ରଙ୍କୁ ଆଜବୀବନ କାରାଦଣ୍ଡ ହୋଇପାରେ । ବିବନ ଗିରଫ ହେବା ପରେ ଏବେ ବାରଙ୍ଗ ଗଣଦୁଷ୍କର୍ମ କେସରେ ସେହି ପୁରୁଣା ମାମଲାର ବିଚାର ପାଇଁ ତାଙ୍କୁ କୋର୍ଟରେ ହାଜର କରାଯିବ । ଏହି ଘଟଣାର ଚାର୍ଜସିଟ୍ ଦାଖଲ ହୋଇ ସାରିଥିବା ବେଳେ ଏବେ ବିବନଙ୍କ ଟିଆଇ ପ୍ୟାରେଡ୍‌ ଉପରେ ଏହି ମାମଲା ଭବିଷ୍ୟତ ନିର୍ଭର କରୁଛି ବୋଲି କହିଛନ୍ତି ବରିଷ୍ଠ ଓକିଲ ମାନସ ଚାନ୍ଦ । ଏହା ସହିତ ଯଦି ପୀଡିତା ବିବନକୁ ଚିହ୍ନିବାରେ ଅସମର୍ଥ ହୁଅନ୍ତି ତେବେ ଏହାର ଫାଇଦା ବିବନକୁ ମିଳିବ । କିନ୍ତୁ ଏହି ମାମଲାରେ ବିବନକୁ ସଜା ହେବାର ସମ୍ଭାବନା ଢେର ଅଧିକ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଥାଉକି ଗତକାଲି କମିସନରେଟ ପୋଲିସର ସ୍ବତନ୍ତ୍ର ଟିମ ପୁନେର ଆମ୍ବିଭାଲିରେ ବିବନ ବିଶ୍ବାଳକୁ ଗିରଫ କରିଥିଲା ।ଦୀର୍ଘ 22 ବର୍ଷ ପୋଲିସକୁ ଚକମା ଦେଇ ଲୁଚି ରହିଥିବା ବିବନ ବିଶ୍ବାଳଙ୍କୁ ଗିରଫ କରିଛି ଓଡିଶା ପୋଲିସ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.