ପିପିଲି ଓ ଡେଲାଙ୍ଗ ପାଇଁ 67 କୋଟିର ପ୍ୟାକେଜ ଘୋଷଣା କରିବେ ନବୀନ
ପିପିଲି

ଡେଲାଙ୍ଗ ଓ ପିପିଲି ଏନଏସିର ସାମଗ୍ରିକ ଉନ୍ନତି ପାଇଁ ଆଜି ବିଭିନ୍ନ ପ୍ରକଳ୍ପ ପାଇଁ ପ୍ୟାକେଜ ଘୋଷଣା କରାଯିବ । ଏଥିପାଇଁ 67 କୋଟି 68 ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିବେ ସିଏମ । ଅଧିକ ପଢନ୍ତୁ...

ପୁରୀ: ପିପିଲି ଓ ଡେଲାଙ୍ଗ ଜନସାଧାରଣଙ୍କ ସହ ଆଜି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଜନତାଙ୍କ ସହ କଥା ହେବେ ନବୀନ । ଏହାସହ ଡେଲାଙ୍ଗ ଓ ପିପିଲି ଏନଏସିର ସାମଗ୍ରିକ ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ୟାକେଜ ଘୋଷଣା କରିବେ ନବୀନ । ଏଥିପାଇଁ 67 କୋଟି 68 ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିବେ ସିଏମ ।

ପିପିଲି ଓ ଡେଲାଙ୍ଗ ପାଇଁ 67 କୋଟିର ପ୍ୟାକେଜ ଘୋଷଣା କରିବେ ନବୀନ

ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ପିପିଲି ଦାଣ୍ଡମୁକୁନ୍ଦପୁର ସ୍ଥିତ ବାଲିପଡିଆ ଓ ଡେଲାଙ୍ଗ ରେଞ୍ଚରେ ପ୍ରସ୍ତୁତ ସରିଛି । ଏଥିରେ ପିପିଲିରେ ପ୍ରାୟ 10 ହଜାର ଓ ଡେଲାଙ୍ଗ ବ୍ଲକର 12 ହଜାର ଲୋକଙ୍କୁ ସମ୍ବୋଧିତ କରିବେ ନବୀନ । ଦିବା ସାଢ଼େ 11 ଘଟିକାରେ ପିପିଲିରେ ଓ ମଧ୍ୟାହ୍ନ 12 ଟାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଭେଟି ଜନସାଧାରଣଙ୍କୁ ଦେବେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.