ହଂସିକାଙ୍କୁ ଧୋକା ଦେଲେ ଗୁରମୀତ, ଦେଖନ୍ତୁ ଭିଡିଓ
Breaking

ରିଲିଜ ହେଲା ନୂଆ ମ୍ୟୁଜିକ ଭିଡିଓ ‘ମଜା’ । ବି ପ୍ରାକ୍‌ଙ୍କ ଦମଦାର କଣ୍ଠ ପୁଣି କିଣିଲା ଦର୍ଶକଙ୍କ ମନ । ଅଧିକ ପଢନ୍ତୁ...

ମୁମ୍ବାଇ: ପୁଣି ଏକ ଦୁଃଖଭରା ଗୀତ ନେଇ ଫେରିଲେ ପପୁଲାର ଗାୟକ ବି ପ୍ରାକ୍ । ରିଲିଜ ହୋଇଯାଇଛି ତାଙ୍କ ନୂଆ ମ୍ୟୁଜିକ ଭିଡିଓ ‘ମଜା’ । ଯାହାର ନିର୍ଦ୍ଦେଶନା କରିଛନ୍ତି ଅରବିନ୍ଦ୍ର ଖଇରା । ସେହିପରି ଭିଡିଓରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ଲୋକପ୍ରିୟ ଅଭିନେତା ଗୁରମୀତ ଚୌଧୁରୀ ଓ ହଂସିକା ମୋଟୱାନି । ଦୁଇଜଣଙ୍କ କେମେଷ୍ଟ୍ରି ଗୀତକୁ ଖୁବ୍ ଆକର୍ଷଣୀୟ କରୁଛି ।

ସେହିପରି ବି ପ୍ରାକ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲରେ ଗୀତକୁ ରିଲିଜ କରାଯାଇଛି । କିପରି ପ୍ରେମରେ ଧୋକା ମିଳିବା ପୁଣି ପ୍ରେମୀ ଯୁଗଳ ଏକାଠି ହେବା ତାନେଇ ପର୍ଯ୍ୟବେଶିତ ଭିଡିଓର କାହାଣୀ । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ବି ପ୍ରାକ୍ ସବୁବେଳେ ନିଜ ଦମଦାର ଗୀତ ପାଇଁ ଜଣା ଯାଆନ୍ତି । ଏହି କ୍ରମରେ ସାମିଲ ଅଛି ତାଙ୍କ ଫେମସ ଗୀତ ‘କୁଚ୍ଛ ଭି ହୋ ଯାଏ’, ‘ବେସରମ ବେହୱାଫା’, ‘ସୁକ୍ରିୟା’, ‘ଚନା ବେ’ ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.