ମୁମ୍ବାଇ ଏୟାରପୋର୍ଟରେ ବି-ଟାଉନ ସେଲିବ୍ରିଟି, ଭାଇରାଲ ଭିଡିଓ
ଫଟୋ

ପୁଣିଥରେ ଏୟାରପୋର୍ଟରେ ଦେଖିବାକୁ ମିଳିଲା ଅନେକ ସେଲିବ୍ରିଟିଙ୍କୁ । ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ ନଜର ଆସିଲେ ନୁସରତ ।

ମୁମ୍ବାଇ: ପ୍ରାୟତଃ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ଅଧିକାଂଶ ସମୟ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥାଏ । ଏଥର ମଧ୍ୟ କିଛି ସେଲିବ୍ରିଟି ମିଡିଆ କ୍ୟାମେରାରେ କଏଦ ହୋଇଛନ୍ତି । ଯାହାଙ୍କ ଏୟାରପୋର୍ଟ ଲୁକ୍ ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଏହି କ୍ରମରେ ସାମିଲ ଅଛନ୍ତି ପ୍ରାଚୀ ଦେସାଇଙ୍କଠୁ ନେଇ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର । ସେହିପରି ଅନନ୍ୟା ପାଣ୍ଡେ ମଧ୍ୟ ଏୟାରପୋର୍ଟରେ ନଜର ଆସିଛନ୍ତି । ସେପଟେ ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚା ହ୍ବାଇଟ ଆଉଟଫିଟରେ ଖୁବ୍ ଆକର୍ଷଣୀୟ ଦେଖାଯାଉଥିବା ବେଳେ ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନାଙ୍କ କୁଲ୍ ଅବତାର କ୍ୟାମେରାରେ କଏଦ ହୋଇଛି ।

ହେଲେ ପ୍ରାଚୀଙ୍କୁ ଦେଖି ଲାଗୁଛି ତାଙ୍କ ଗୋଡରେ ଆଘାତ ଲାଗିଥିବାର । କାରଣ ଗୋଡରେ ବ୍ୟାଣ୍ଡେଜ ଲଗାଇ ଧିରେ ଧିରେ ଚାଲି ଏୟାପୋର୍ଟ ଯାଇଥିଲେ ସେ । ଆପଣ ବି ଦେଖନ୍ତୁ ଭିଡିଓ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.