ବେବୋଙ୍କ ବେବି ବଏକୁ ନେଇ ଖୁସି ମାଉସୀ ଲୋଲୋ
Breaking

ପୁଣି ପୁତ୍ର ସନ୍ତାନର ଜନନୀ ହେଲେ ବଲିଉଡ ବେବୋ । ତୈମୁର ହୋଇଛନ୍ତି ବଡ ଭାଇ । ଯାହାକୁ ନେଇ ପୁଣି ଥରେ ମାଉସୀ ହୋଇଥିବାରୁ ବହୁତ ଖୁସି କରିସ୍ମା କପୁର । ଅଧିକ ପଢନ୍ତୁ...

ମୁମ୍ବାଇ: ପୁଣି ପୁତ୍ର ସନ୍ତାନର ଜନନୀ ହେଲେ ବଲିଉଡ ବେବୋ । ତୈମୁର ହୋଇଛନ୍ତି ବଡ ଭାଇ । ପଟୌଦୀ ପରିବାରକୁ ମିଳିଛି ଆଉ ଏକ ଉତ୍ତରାଧିକାରୀ । ଶନିବାର ରାତିରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ସେ ଆଉ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ପୁଣି ଥରେ ମାଉସୀ ହୋଇଥିବାରୁ ବହୁତ ଖୁସି କରିସ୍ମା କପୁର ।

  • View this post on Instagram

    A post shared by Karisma Kapoor (@therealkarismakapoor)

ଏନେଇ କରିସ୍ମା ସାନ ଭଉଣୀ କରୀନାଙ୍କ ଜନ୍ମ ପରେ କ୍ଲିକ୍ ହୋଇଥିବା ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି ।

ଫଟୋର କ୍ୟାପସନରେ କରିସ୍ମା ଲେଖିଛନ୍ତି, 'ଏହା ମୋର ଭଉଣୀ, ସେ ପୁଣି ଥରେ ଜନ୍ମ ହୋଇଛନ୍ତି ଏବଂ ସେ ପୁଣି ଥରେ ମା' ହୋଇଛନ୍ତି' ।

ପ୍ରକାଶ ଥାଉ ଯେ, କରୀନା ତାଙ୍କର ପ୍ରଥମ ପୁଅ ତୈମୁର ଅଲି ଖାନଙ୍କୁ ଡିସେମ୍ବର 20, 2016 ରେ ଜନ୍ମ ଦେଇଥିଲେ । ତୈମୁରଙ୍କୁ ବର୍ତ୍ତମାନ ଚାରି ବର୍ଷ ବୟସ ହୋଇଛି ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.