କୁନାଲ ଖେମୁଙ୍କୁ ‘ଦାଦାସାହେବ ଫାଲକେ ଆଓ୍ବାର୍ଡ’
kunal-kemmu-humbled-after-winning-for-lootcase

'ଲୁଟକେସ' ପାଇଁ "ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ" ରେ ଶ୍ରେଷ୍ଠ ଅଭିନେତା (କମେଡି)ର ଆଓ୍ବାର୍ଡ ଜିତିଛନ୍ତି କୁନାଲ ଖେମୁ । ପୁରସ୍କାର ଜିତିବା ପରେ ସେ ଇନଷ୍ଟାଗ୍ରାମରେ ନିଜର ଖୁସି ଏବଂ କୃତଜ୍ଞତା ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ: 'ଲୁଟକେସ' ପାଇଁ "ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ" ରେ ଶ୍ରେଷ୍ଠ ଅଭିନେତା (କମେଡି)ର ଆଓ୍ବାର୍ଡ ଜିତିଛନ୍ତି କୁନାଲ ଖେମୁ । ପୁରସ୍କାର ଜିତିବା ପରେ ସେ ଇନଷ୍ଟାଗ୍ରାମରେ ନିଜର ଖୁସି ଏବଂ କୃତଜ୍ଞତା ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

  • View this post on Instagram

    A post shared by Kunal Kemmu (@kunalkemmu)

ଅଭିନେତା ରବିବାର ଦିନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, 'କମେଡି ପାଇଁ ଶ୍ରେଷ୍ଠ ଅଭିନେତା ଆଓ୍ବାର୍ଡ ଜିତିବା ପରେ ମୁଁ ବହୁତ ଖୁସି । ଏଥିପାଇଁ ଟିମକୁ ଧନ୍ୟବାଦ, ଯିଏ ଏହି ଚଳଚ୍ଚିତ୍ରକୁ ଏତେ ଚମତ୍କାର କରିଥିଲେ । ଏହି ଚଳଚ୍ଚିତ୍ରକୁ ଦେଖିଥିବା ସମସ୍ତଙ୍କୁ ଏବଂ ମୋତେ ଏହି ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଥିବାରୁ ଫ୍ୟାନ୍ସଙ୍କୁ ଧନ୍ୟବାଦ । ଆପଣ ସମସ୍ତଙ୍କୁ ବହୁତସାରା ଭଲପାଇବା' ।

ପ୍ରକାଶ ଥାଉ ଯେ, ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲୁଟକେସ'କୁ କେବଳ ଦର୍ଶକ ନୁହଁନ୍ତି ସମାଲୋଚକମାନେ ମଧ୍ୟ ପ୍ରଶଂସା କରିଛନ୍ତି ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.