ହ୍ବିଲ ଚେୟାରରେ କମେଡି କିଙ୍ଗ !
ଫଟୋ

କପିଲଙ୍କୁ ନେଇ ନୈରାଶ୍ୟଜନକ ଖବର । ଏୟାରପୋର୍ଟରେ ଅସୁସ୍ଥ ନଜର ଆସିଲେ ଅଭିନେତା । ହ୍ବିଲ ଚେୟାରରେ ଧରି ବାହାରକୁ ଆଣିଲେ ଜଣେ ବ୍ୟକ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯେଉଁଥିରେ ସେ ଏକ ହ୍ବିଲ ଚେୟାରରେ ବସିଥିବାର ନଜର ଆସିଛନ୍ତି । ଏୟାରପୋର୍ଟରେ ଜଣେ ବ୍ୟକ୍ତି ତାଙ୍କୁ ହ୍ବିଲ ଚେୟାରରେ ଧରିଥିବାର ଦେଖାଯାଉଛନ୍ତି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।

ଏଯାବତ୍ କପିଲ ନିଜ ଅସୁସ୍ଥତା ବିଷୟରେ କିଛି କହିନାହାଁନ୍ତି । ସେପଟେ ଫ୍ୟାନ୍ସ ଏହି ଫଟୋ ଦେଖି ଚିନ୍ତାରେ । ଆଉ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରି ସେ ସୁସ୍ଥ ଅଛନ୍ତି କି ନାହିଁ ପଚାରି ବୁଝୁଛନ୍ତି । ଆଉ ତାଙ୍କ ପାଇଁ ସୁସ୍ଥ କାମନା ମଧ୍ୟ କରୁଛନ୍ତି ।

ପ୍ରକାଶ ଥାଉକି ନିକଟରେ ଦ୍ବିତୀୟ ସନ୍ତାନର ପିତା ସାଜିଥିଲେ କପିଲ । ତାଙ୍କ ପତ୍ନୀ ଗିନ୍ନି ବେବି ବୟକୁ ଜନ୍ମ ଦେଇଥିଲେ । ଏହି ଖୁସି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ସେୟାର କରିଥିଲେ କପିଲ ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.