ଟ୍ବିଟରରେ ଟ୍ରେଣ୍ଡ କରୁଛି ‘ହ୍ୟାସଟ୍ୟାଗ ଆଦିପୁରୁଷ’
ଫଟୋ

‘ଆଦିପୁରୁଷ’ରୁ ପ୍ରଭାସଙ୍କ ଲୁକ୍ ଭାଇରାଲ । ମେକର୍ସ ନୁହେଁ ଫ୍ୟାନ୍ସ ଜାରି କଲେ ଅନେକ ଫଟୋ । ଅଧିକ ପଢନ୍ତୁ...

ମୁମ୍ବାଇ: ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ରୁ ଦର୍ଶକଙ୍କ ହୃଦୟ ଜିତିଥିବା ସାଉଥ ସୁପରଷ୍ଟାର ପ୍ରଭାସ ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ଏହି କ୍ରମରେ ସାମିଲ ଅଛି ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’। ଯେଉଁଥିରେ ପ୍ରଥମଥର ତାଙ୍କ ସହ ନଜର ଆସିବେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ। ଫିଲ୍ମ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଓମ୍ ରାଉତ । ଫିଲ୍ମକୁ ନେଇ ଦର୍ଶକ ବ୍ୟାକୁଳ ଥିବା ବେଳେ ବର୍ତ୍ତମାନ ଟ୍ବିଟରରେ ଟ୍ରେଣ୍ଡ କରୁଛୁ ‘#adipurush’ ।

  • Expected New Look of Prabhas in #Adipurush #Prabhas pic.twitter.com/CCvWMrBdjA

    — Veerendranath R (@veerendrastweet) February 21, 2021

ପ୍ରଭାସଙ୍କ କିଛି ପ୍ରଶଂସକ ତାଙ୍କ ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହା ତାଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’ର ଲୁକ୍ । ଆପଣ ବି ଦେଖନ୍ତୁ ଅଭିନେତାଙ୍କ ଏହି ଫଟୋ...

  • Box office ki nippu antukuntundhi saab 🔥🔥#Adipurush #Prabhas pic.twitter.com/oRXad7KFO6

    — Hemanth Bunny (@HemanthBunny10) February 21, 2021

ପ୍ରକାଶ ଥାଉକି ଏବର୍ଷ 11ରେ ରିଲିଜ ହେବ ‘ଆଦିପୁରୁଷ’ । ସେହିପରି ଫିଲ୍ମର ପ୍ରି-ପ୍ରଡକ୍ସନ କାମ ବର୍ତ୍ତମାନ ଚାଲିଛି । ଫିଲ୍ମରେ ରାଣବ ଭୂମିକାରେ ସୈଫ ଅଭିନୟ କରିବା ବେଳେ ପ୍ରଭାସ ରାମ ଅବତାରରେ ଦେଖାଯିବେ । ଫିଲ୍ମକୁ ତେଲୁଗୁ, ତାମିଲ, ମାଲାୟଲମ୍, କନ୍ନଡ ଭାଷାରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

  • 🔥After Seeing That Pic We Can Say - This Is The Exact Look Of #Prabhas In #Adipurush Movie .

    ✨Waiting For #AdipurushFirstLook pic.twitter.com/QCmtACiKmO

    — HK Review (@HKReview1) February 21, 2021
    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.