ମଦ ଓ ଗୁଟୁଖା ବିଜ୍ଞାପନ କରିବେନି ଅଷ୍ଟ୍ରେଲିଆ କ୍ରିକେଟର
Breaking

ସିଏ ଆଇପିଏଲ ଫ୍ରାଞ୍ଚାଇଜକୁ କହିଛନ୍ତି ଯେ, ଆଗାମୀ ଆଇପିଏଲ ବେଳେ ଅଷ୍ଟ୍ରେଲିଆ ଖେଳାଳି ଜୁଆ, ଫାଷ୍ଟ ଫୁଡ, ମଦ ଓ ଗୁଟୁଖା ବ୍ରାଣ୍ଡର ପ୍ରଚାର ପାଇଁ ବିଜ୍ଞାପନ କରିବେ ନାହିଁ ।

ହାଇଦ୍ରାବାଦ: ଆଇପିଏଲ-14 ଆରମ୍ଭ ପୂର୍ବରୁ ଏକ ବଡ ନିଷ୍ପତ୍ତି ନେଇଛି ସିଏ(କ୍ରିକେଟ ଅଷ୍ଟ୍ରେଲିଆ)। ସିଏ ଆଇପିଏଲ ଫ୍ରାଞ୍ଚାଇଜକୁ କହିଛନ୍ତି ଯେ, ଆଗାମୀ ଆଇପିଏଲବେଳେ ଅଷ୍ଟ୍ରେଲିଆ ଖେଳାଳି ଜୁଆ, ଫାଷ୍ଟ ଫୁଡ, ମଦ ଓ ଗୁଟୁଖା ବ୍ରାଣ୍ଡର ପ୍ରଚାର ପାଇଁ ବିଜ୍ଞାପନ କରିବେ ନାହିଁ ।

ଏଥିସହ ବିଗବାସ୍‌ ଲିଗ ଟିମର ଜଣେ ଖେଳାଳିଙ୍କୁ ଅଧିକ ବିଜ୍ଞାପନା ପାଇଁ ନିଆଯାଇ ପାରିବ ନାହିଁ । ଏଥିସହ ସମ୍ପୂର୍ଣ୍ଣ ଦଳର ଫଟୋ ଆଇପିଏଲ ଟିମର ପ୍ରାୟୋଜକମାନେ ଭାରତର ପ୍ରିଣ୍ଟ ମିଡିଆର ପ୍ରଚାର ପାଇଁ ବ୍ୟବହାର କରି ପାରିବେ । କିନ୍ତୁ ଫଟୋର ବ୍ୟବହାର କୌଣସି ମଦ, ଫାଷ୍ଟଫୁଡ ହୋଟେଲ, ତମାଖୁ ବ୍ୟବସାୟ କରୁଥିବା କମ୍ପାନୀରେ କରାଯିବ ନାହିଁ ।

ସୂଚନାଥାଉକି, ଆଇପିଏଲ ଟିମକୁ ପଠାଯାଇଥିବା ପରାମର୍ଶରେ ବିସିସିଆଇ ଅଷ୍ଟ୍ରେଲିଆ ପକ୍ଷରୁ ଏହା କହିଥିବା ଜଣାପଡିଛି ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.