କର୍ଣ୍ଣାଟକରେ କ୍ରୀଡା ଭିତ୍ତିଭୂମିର ଶିଳାନ୍ୟାସ କଲେ କିରଣ ରିଜିଜୁ
Union

NSSC ବେଙ୍ଗାଲୁରୁରେ 330 ବିଶିଷ୍ଟ ଛାତ୍ରୀ ନିବାସ, ରୋଷେଇ ଗୃହ, ଡାଇନିଂ ହଲ୍‌, ଜିମ କମ୍ପ୍ଳେକ୍ସର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କ୍ରୀଡା ଭିତ୍ତିଭୂମିର ବିକାଶ ଦିଗରେ ଆଉ ଏକ ପଦକ୍ଷେପ ସ୍ବରୂପ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଏକ ସିନ୍ଥେଟିକ ଆଥଲେଟିକ ଟ୍ରାକର ଶିସାନ୍ୟାସ କରିଛନ୍ତି । NSSC ବେଙ୍ଗାଲୁରୁରେ 330 ବିଶିଷ୍ଟ ଛାତ୍ରୀ ନିବାସ, ରୋଷେଇ ଗୃହ, ଡାଇନିଂ ହଲ୍‌, ଜିମ କମ୍ପ୍ଳେକ୍ସର ଶିଳାନ୍ୟାସ କରିଛନ୍ତି । କର୍ଣ୍ଣାଟକ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କେସି ନାରାୟଣ ଗୌଡା ମଧ୍ୟ ଉପସ୍ଥିତ ଥିଲେ ।

Union Sports Minister Kiren Rijiju launches four infrastructure projects at SAI Bangalore
କର୍ଣ୍ଣାଟକରେ କ୍ରୀଡା ଭିତ୍ତିଭୂମୀର ଶିଳାନ୍ୟାସ କଲେ କିରଣ ରିଜିଜୁ

ସିନ୍ଥେଟିକ ଆଥଲେଟିକ ଟ୍ରାକ 400 ମିଟର ବିଶିଷ୍ଟ 8 ଲେନ ରହିଛି । ଏହା IAAF ସୀକୃତିପ୍ରାପ୍ତ ଶ୍ରେଣୀ 1, ବର୍ଗ 5ର ରହିଛି । ଏହା ବ୍ୟତୀତ 500 ମିଟର କ୍ଲେ ଟ୍ରାକ ଓ 100 ମିଟର ସାଣ୍ଡ୍‌ ଟ୍ରାକ ଅଭ୍ୟାସ ପାଇଁ ରହିଛି ।

2022 ସୁଦ୍ଧା ଏହି ପ୍ରୋଜେକ୍ଟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ, ଖେଲୋ ଇଣ୍ଡିଆ ବଜେଟ ଅନ୍ତର୍ଭୁକ୍ତ 13.86 କୋଟି ଏହାର ବ୍ୟୟ ଅଟକଳ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.