ନେତାଜୀ ବସ ଟର୍ମିନାଲ, ମୋଦି ଟ୍ରଷ୍ଟର ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ
Breaking

ନେତାଜୀ ବସ ଟର୍ମିନାଲ ପାଇଁ ଚିହ୍ନଟ ହୋଇସାରିଛି 12 ଏକରରୁ ଉର୍ଦ୍ଧ୍ବ ସ୍ଥାନ । ଏହାରି ଭିତରେ କିଛି ଜାଗା ରହିଥିଲା ଯାହା ଅଶୋକ ମୋଦି ଟ୍ରଷ୍ଟ ନାଁ । ତେବେ ଉକ୍ତ ପରିସରକୁ ଲାଗିଥିବା ପ୍ରାଚୀର, ଛୋଟ ବଡ଼ ମନ୍ଦିରର ଉଚ୍ଛେଦ ଆରମ୍ଭ ଜିଲ୍ଲା ପ୍ରଶାସନ ଓ ସିଏମସି । ଅଧିକ ପଢନ୍ତୁ...

କଟକ: ନେତାଜୀ ବସ ଟର୍ମିନାଲ ପାଇଁ ଚିହ୍ନଟ ହୋଇସାରିଛି 12 ଏକରରୁ ଉର୍ଦ୍ଧ୍ବ ସ୍ଥାନ । ଏହାରି ଭିତରେ କିଛି ଜାଗା ରହିଥିଲା ଯାହା ଅଶୋକ ମୋଦି ଟ୍ରଷ୍ଟ ନାଁ ରେ ମଧ୍ୟ ରହିଥିଲା । ଯାହା 1 ଏକର 617 ଡ଼ିସମିଲ ।

ତେବେ ଗତକାଲି ମୋଦି ଟ୍ରଷ୍ଟ ଏହି ସ୍ଥାନକୁ ଜିଲ୍ଲା ପ୍ରସାସନକୁ ହସ୍ତାନ୍ତର କରିବା ପରେ ଆଜି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଆଜି ଟ୍ରଷ୍ଟକୁ ଲାଗି ରହିଥିବା ପ୍ରାଚୀର, ଛୋଟ ବଡ଼ ମନ୍ଦିର ଓ ନାନାଧି ଗଛ ଆଦିକୁ ଉଚ୍ଛେଦ କରିଛି ଉଭୟ ଜିଲ୍ଲା ପ୍ରଶାସନ ଓ ସିଏମସି ।

ନେତାଜୀ ବସ ଟର୍ମିନାଲ, ମୋଦି ଟ୍ରଷ୍ଟର ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ତେବେ ଏହି ଏକରରୁ ଉର୍ଦ୍ଧ୍ବ ଜମି ଅନେକ ବର୍ଷ ହେବ ମୋଦି ଟ୍ରଷ୍ଟ ନାଁ ରେ ଥିଲା । ତେବେ ଏହି ଜମି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବା ପରେ ଆଜି ଜୋରଦାର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.