ଚୌଦ୍ବାରରେ ରେଳ ରୋକ; ଅଟକିଲା ଦୁର୍ଗ-ପୁରୀ ଏକ୍ସପ୍ରେସ
ଅଟକିଲା

ଚୌଦ୍ବାର ବଡପଦା ଗାଁରେ ରେଳରୋକ । କୃଷକ ସୁରକ୍ଷା ମଞ୍ଚ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଦୁର୍ଗ-ପୁରୀ ଏକ୍ସପ୍ରେସକୁ ଅଟକାଇଛନ୍ତି । ଅଧିକ ପଢନ୍ତୁ...

କଟକ: ଚୌଦ୍ବାର ବଡପଦା ଗାଁରେ ରେଳରୋକ । ବ୍ରିଜ ଅଣ୍ଡର ପାସ ରୋଡ ନିର୍ମାଣ ଦାବିରେ ରେଳ ରୋକ କରାଯାଇଛି । କୃଷକ ସୁରକ୍ଷା ମଞ୍ଚ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଦୁର୍ଗ-ପୁରୀ ଏକ୍ସପ୍ରେସକୁ ଅଟକାଇଛନ୍ତି । ଘଟଣାସ୍ଥଳରେ ଜିଆରପି ଓ ଚୌଦ୍ବାର ପୋଲିସ ମୁତୟନ ।

ଅଟକିଲା ଦୁର୍ଗ-ପୁରୀ ଏକ୍ସପ୍ରେସ

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.