ଜଗତସିଂହପୁରର 2ଟି ସ୍କୁଲକୁ ପୋଷ୍ୟ ସ୍କୁଲ ଘୋଷଣା
ଜଗତସିଂହପୁରର

ଜଗତସିଂହପୁରର ଦୁଇଟି ସ୍କୁଲକୁ ପୋଷ୍ଯ ସ୍କୁଲ ଭାବେ ଗ୍ରହଣ କଲା ମୋ ସ୍କୁଲ୍ ପରିଚାଳଣା କମିଟି । ଅଧିକ ପଢନ୍ତୁ...

ଜଗତସିଂହପୁର: ନିଜ ଜିଲ୍ଲାର ଦୁଇଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଓଡ଼ିଶା ବିଧାନସଭା ସଚିବ ଦାଶରଥି ଶତପଥୀ । ଆଜି(ମଙ୍ଗଳବାର) ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଅନୁମତି ମିଳିଛି । ଏହି ଦୁଇଟି ସ୍କୁଲକୁ ପୋଷ୍ୟ ସ୍କୁଲ୍ ଭାବେ ଗ୍ରହଣ କରିବାକୁ ମୋ ସ୍କୁଲ ଅଭିଯାନକୁ ଚିଠି ଲେଖିଥିଲେ ଦାଶରଥୀ ।

ବର୍ତ୍ତମାନ ଓଡ଼ିଶା ବିଧାନସଭା ସଚିବ ଭାବେ କାର୍ଯ୍ୟରତ ଦାଶରଥୀ ଶତପଥୀ ଓଛିଦା ହାଇସ୍କୁଲ ଓ ଅଲଣା ହାଟ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ମୋ ସ୍କୁଲ ପରିଚାଳନା ଦାଇତ୍ୱରେ ଥିବା ଉପେନ୍ଦ୍ର ସିଂ ପୁନିଆଙ୍କୁ ଚିଠି ଲେଖିଥିଲେ । ପରିଚାଳନା ଦାୟିତ୍ବରେ ଥିବା ପୁନିଆ ଏହାକୁ ଗ୍ରହଣ କରିବା ସହ ସ୍କୁଲର ଉତ୍ତରୋତ୍ତର ଉର୍ଣ୍ଣତ୍ତି କାମନା କରିଛନ୍ତି । ତେବେ ବିଧାନସଭା ସଚିବ ଦାଶରଥୀ ଏହି ଦୁଇଟି ସ୍କୁଲର ପୂର୍ବତନ ଛାତ୍ର ଥିବା ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.