କୋଭିଡ କଟକଣା କରାଯିବ କଡାକଡି: ଖୋର୍ଦ୍ଧା ଜିଲ୍ଲାପାଳ
କୋଭିଡ

ଖୋର୍ଦ୍ଧା ଜିଲ୍ଲାରେ ପୁଣି କଡାକଡି ହେବ କୋଭିଡ କଟକଣା । ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଖୋର୍ଦ୍ଧା: ଜିଲ୍ଲାରେ ପୁଣି କଡାକଡି ହେବ କୋଭିଡ କଟକଣା । ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ଦେଖାଦେବ ପରେ ଆମ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ କଟକଣା କରାଯିବ କଡାକଡି : ଖୋର୍ଦ୍ଧା ଜିଲ୍ଲାପାଳ

ସେହିପରି ଖୋର୍ଦ୍ଧାରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ସେହପାରି ଆଜି ଜିଲ୍ଲାର ସମସ୍ତ ବିଡ଼ିଓ ଏବଂ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ସେହିପରି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପୁନର୍ବାର ଲୋକଙ୍କୁ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି । ଏଦିଗରେ ଆସନ୍ତା ଦିନରେ ପୁଣି ସାଧାରଣ ଲୋକମାନଙ୍କୁ ସଚେତନ କରାଯିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.