ଜାଗା ମିଶନରେ ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ବସ୍ତିବାସିନ୍ଦାଙ୍କ ଗୁହାରି
ଜଗା

ଜାଗା ମିଶନରେ ସାମିଲ କରିବା ସହିତ ସେମାନଙ୍କୁ ଥଇଥାନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବସ୍ତିବାସିନ୍ଦା । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଭୁବନେଶ୍ବର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ବସବାସ କରୁଥିବା 50ରୁ ଅଧିକ ଭଡାଟିଆ ବସ୍ତି ବାସିନ୍ଦାଙ୍କୁ ସରକାରଙ୍କ ଜାଗା ମିଶନରେ ସାମିଲ କରିବା ସହିତ ସେମାନଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି । ଏନେଇ ବସ୍ତିବାସିନ୍ଦାମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜଗା ମିଶନରେ ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ବସ୍ତିବାସିନ୍ଦାଙ୍କ ଗୁହାରି

ରାସ୍ତା ନିର୍ମାଣ ଯୋଗୁଁ ବସ୍ତିକୁ ଭଙ୍ଗାଯିବାର ନିଷ୍ପତ୍ତି ହେଲା କିନ୍ତୁ ବସ୍ତିରେ ଏମାନେ ଭଡା ରହୁଥିବାରୁ ଏମାନଙ୍କୁ ଥଇଥାନ କରାଗଲା ନାହିଁ । ସେହିପରି ଏମାନେ ଦୀର୍ଘ 12ବର୍ଷରୁ ଅଧିକ ସମୟ ଧରି ରହିଆସୁଛନ୍ତି ଏମାନେ ଏବେ କୁଆଡେ ଯିବେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବସ୍ତିବାସିନ୍ଦାମାନେ ଏନେଇ ପ୍ରଶାସନକୁ ପ୍ରଶ୍ନ କରିବା ସହିତ ସେମାନଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି । ଆଗାମୀ ଦିନରେ ଥଇଥାନ ନକଲେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.