ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ
Breaking

ଜଟଣୀ ବ୍ଲକ ଅଙ୍ଗାରପଡା ସମବାୟ ସମିତିରେ ସରକାରୀ ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା ସହିତ ଦୁର୍ନିତି ହୋଇଥିବାର ଅଭିଯୋଗ ଆଣିଲେ ସମବାୟ ସମିତିରେ ପଞ୍ଜିକୃତ ଚାଷୀ । ଧାନ କିଣାରେ ବ୍ୟାପକ ଦୁର୍ନିତି ସହିତ ଅର୍ଦ୍ଧାଧିକ ଧାନ, ଚାଷୀଙ୍କ ଘରେ ପଡି ରହିଥିବାର ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଖୋର୍ଦ୍ଧା : ଜଟଣୀ ବ୍ଲକ ଅଙ୍ଗାରପଡା ସମବାୟ ସମିତିରେ ସରକାରୀ ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା ସହିତ ଦୁର୍ନିତି ହୋଇଥିବାର ଅଭିଯୋଗ ଆଣିଲେ ସମବାୟ ସମିତିରେ ପଞ୍ଜିକୃତ ଚାଷୀ । ଧାନ କିଣାରେ ବ୍ୟାପକ ଦୁର୍ନିତି ସହିତ ଅର୍ଦ୍ଧାଧିକ ଧାନ, ଚାଷୀଙ୍କ ଘରେ ପଡି ରହିଥିବାର ଅଭିଯୋଗ କରିଛନ୍ତି ଚାଷୀ ।

ମଣ୍ଡିରୁ ଉଠୁନି ଧାନ ଉଠୁନଥିବାରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ

ଧାନ ମଣ୍ଡି ଗତ ଜାନିଆରୀ 23 ତାରିଖରୁ ବନ୍ଦ ରହିଥିବା ବେଳେ ଟୋକନ ସମୟ ସରିବାକୁ ବସିଲାଣି । ତୁରନ୍ତ ସରକାର ସେମାନଙ୍କ ଧାନ ମଣ୍ଡିରେ ଧାନ କିଣା ଆରମ୍ଭ କରିବାକୁ ଦାବି କରି ଆଜି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତେବେ ଆଗକୁ ସମସ୍ୟାର ସମାଧାନ ନହେଲେ ଚାଷୀ ଆନ୍ଦୋଳନ କରିବେ ବୋଲି ଚେତାବି ନେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.