ସ୍ବାଭିମାନ ଅଞ୍ଚଳରେ ମାଓ ଯୋଜନା ପଣ୍ଡ, ବୋମା ନିଷ୍କ୍ରିୟ କଲା BSF
ସ୍ୱାଭିମାନ

ସ୍ବାଭିମାନ ଅଞ୍ଚଳର ହାନ୍ତାଳ ଗୁଡା ଅଞ୍ଚଳରେ ମାଓ ଯୋଜନା ପଣ୍ଡ କଲେ ବିଏସଏଫ ଯବାନ । ମାଓବାଦୀଙ୍କ ଗୋଟିଏ ବ୍ୟାଗରେ ଏହି ବିସ୍ଫୋରକ ସବୁ ରଖାଯାଇଥିଲା । ଅଧିକ ପଢନ୍ତୁ...

ମାଲକାନଗିରି: ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ହାନ୍ତାଳ ଗୁଡା ଅଞ୍ଚଳରେ ମାଓ ଯୋଜନା ପଣ୍ଡ କଲେ ବିଏସଏଫ ଯବାନ । ଗୁଇନ୍ଦା ସୂତ୍ରରୁ ଖବର ପାଇ BSF ଯବାନ ସର୍ଚ୍ଚ ଅପରେସନ କରୁଥିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ବିପୁଳ ପରିମାଣର ବିସ୍ଫୋରକ ପାଇଥିଲେ । ମାଓବାଦୀଙ୍କ ଗୋଟିଏ ବ୍ୟାଗରେ ଏହି ବିସ୍ଫୋରକ ସବୁ ରଖାଯାଇଥିଲା ।

ସ୍ୱାଭିମାନ ଅଞ୍ଚଳରେ ମାଓ ଯୋଜନା ପଣ୍ଡ, ବୋମା ନିଷ୍କ୍ରିୟ କଲା BSF

ବ୍ୟାଗରେ 2 ଟି ପ୍ରେସର ମାଇନ ବୋମା, 1 ଟିଏ ଟିଫିନ ବୋମା, ମେଡ଼ିସିନ, ବେଲ୍ଟ,ଡ୍ରେସ ସାବୁନ, ଓ ନୀତିଦିନ ବ୍ୟବହାର ସାମଗ୍ରୀ ଜବତ କରିଛନ୍ତି ଯବାନ। ତୁରନ୍ତ ସେଠାରେ BSF ବମ ସ୍କ୍ୱାର୍ଡ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ । କିଛି ଦିନ ଧରି ସ୍ଵାଭିମାନ ଅଞ୍ଚଳରେ BSF ଯବାନ ବାରମ୍ବାର ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କ ଯୋଜନାକୁ ଭଣ୍ଡୁର କରି ଆସୁଛନ୍ତି। ତେଣୁ ଏହି ବୋମା BSF ଯବାନଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ସନ୍ଦେହ କରାଯାଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.