26ରେ ବଣିକ ସଂଘର ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ଡାକରା
26ରେ

ସହରରେ ଆଗାମୀ 26 ତାରିଖରେ ବନ୍ଦ ପାଳନ କରିବା ପାଇଁ ଜିଲ୍ଲା ବଣିକ ସଂଘ ପକ୍ଷରୁ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ....

ସୁବର୍ଣ୍ଣପୁର : ସହରରେ ଆଗାମୀ 26 ତାରିଖରେ ବନ୍ଦ ପାଳନ କରିବା ପାଇଁ ଜିଲ୍ଲା ବଣିକ ସଂଘ ପକ୍ଷରୁ ଡାକରା ଦିଆଯାଇଛି।ଆଜି ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି।ଜିଏସଟି ଆଇନରେ 950 ଥର ପରିବର୍ତ୍ତନ କରାଯାଇଥିବା ବେଳେ ଏହାକୁ ବନ୍ଦ କରି ପୂର୍ବ ଆୟକର ବ୍ୟବସ୍ଥା ଲାଗୁ କରିବା ଦାବିରେ ଏହି ଆନ୍ଦୋଳନ କରିବା ପାଇଁ ନିଷ୍ପତି ନିଆଯାଇଥିବା ସଙ୍ଘ ସୂଚନା ଦେଇଛି।

26ରେ ବଣିକ ସଂଘର ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ଡାକରା

ତେବେ ଏହି ବନ୍ଦ ପାଳନରେ ସବୁ ଜରୁରୀକାଳୀନ ସେବା ଓ ସ୍କୁଲ କଲେଜକୁ ବାଦ ଦିଆଯାଇଛି।ସେହିପରି ସାମାଜିକ କାର୍ଯ୍ୟ ବିବାହ ବ୍ରତ ଆଦିରେ ବ୍ୟବହୃତ ଗାଡି ମୋଟରକୁ ବାଦ ଦେଇ ବାକିସବୁ ଗାଡି ମୋଟର ଚଳାଚଳ ବନ୍ଦ ରହିବ । ଏହା ସହିତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରଖିବାକୁ ବଣିକ ସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.